ତାଙ୍କର ସମସ୍ତ ଲେଖା ଜୀବନାନୁଭୂତିର ଗୋଟିଏଗୋଟିଏ ଅଂଶବିଶେଷ । କାର୍ଯ୍ୟାନୁଭୂତି, ଶିକ୍ଷାନୁଭୂତିରେ ପରିବେଷ୍ଟିତ ଶବ୍ଦ ପଂକ୍ତିଗୁଡିକ ଗମ୍ଭୀରତା, ସଂକଳ୍ପ ଓ ଅଭିମର୍ଶତାରେ ଭରପୁର । ସେଥିରେ ସମାଲୋଚନା ନଥାଏ, ଅନ୍ୱେଷଣ ଥାଏ । ସିଦ୍ଧାନ୍ତର ସ୍ପଷ୍ଟ ପଥ ଦେଖାଯାଏ । ଏଇ ଯେମିତି ’ତୃଟି କେଉଁଠି?’ ଲେଖାଟିରେ ପ୍ରଫେସର ଉନ୍ମୋଚନ କରିଛନ୍ତି, ଅଭିଜ୍ଞତାର ଏକ ଧାରା । ’ତିନିଦିନିଆ ଶିବିର କାଳରେ ଛାତ୍ରମାନଙ୍କର କର୍ତ୍ତବ୍ୟପରାୟଣତା, ନିଷ୍ଠା ଓ ଆତ୍ମତୃପ୍ତିକୁ ପରଖିଛନ୍ତି । ବର୍ଷକୁ ଥରେ କ୍ୟାମ୍ପ ପାଇଁ ସରକାର ପଇସା ଦେଉଛି, ଆମେ କିନ୍ତୁ ନିଜେ ରୋଜଗାର କରି ଆଉ ଦୁଇତିନିଟା ଶିବିର କରିବୁ, ଟ୍ୟୁସନ୍ କରି । ପିଲାଙ୍କ ଏହି ପ୍ରସ୍ତାବ ଭିତରେ ସେ ଆତ୍ମହରା ହୋଇଯାଇଛନ୍ତି । କି ସଫଳ ପରୀକ୍ଷଣ ସତରେ! କାରଣ ଦିନେ ସେଇ ପିଲାଙ୍କର ବଦନାମ ଥିଲା ଯେ ଜାତୀୟ ସେବା ଯୋଜନାର ଖରାଦିନିଆ ଶିବିରରେ ଦୈନିକ କାହିଁକି ମାଛମାଂସ ଦିଆଗଲାନି ବୋଲି କ୍ୟାମ୍ପ ଶେଷଦିନ କୂଅରେ ଦରି, ପେଟ୍ରୋମାକ୍ସ ପକାଇଥିଲେ । ସ୍ତମ୍ଭକାର କାହାକୁ ନିନ୍ଦା କରିନାହାନ୍ତି, ସମାଲୋଚନା କରି ନାହାନ୍ତି, କେବଳ ପ୍ରଶ୍ନ ମାଧ୍ୟମରେ ସଂଗଠକଙ୍କ ଭିତରେ ଥିବା ତୃଟି ଅନ୍ୱେଷଣ କରିଛନ୍ତି ।
Die Inhaltsangabe kann sich auf eine andere Ausgabe dieses Titels beziehen.
Radhamohan (Jan 30, 1943 - June 11, 2021) was an eminent academic, teacher, economist and environmentalist. Born in the village Rangani Patna of Nayagarh District (now), Orissa, he did Master degree in Applied Economics from Utkal University in 1965. He taught Economics in various Government colleges of Odisha and served in various departments in the State and Central Government before retiring as Principal of SCS College, Puri in 2001. He was the first State Information Commissioner of Odisha. In 1989, UNEP conferred him with 'The Global Roll of Honour' for his distinguished work on environment. In 1995, Government of Odisha conferred the highest civilian award of Utkal Seva Samman for his dedicated public service. In 2020, he received Padma Shri, fourth highest civilian award of India.
„Über diesen Titel“ kann sich auf eine andere Ausgabe dieses Titels beziehen.
Gratis für den Versand innerhalb von/der Deutschland
Versandziele, Kosten & DauerAnbieter: moluna, Greven, Deutschland
Kartoniert / Broschiert. Zustand: New. Über den AutorrnrnRadhamohan (Jan 30, 1943 - June 11, 2021) was an eminent academic, teacher, economist and environmentalist. Born in the village Rangani Patna of Nayagarh District (now), Orissa, he did Master degree in Applied Economics fr. Artikel-Nr. 612344870
Anzahl: Mehr als 20 verfügbar
Anbieter: Ria Christie Collections, Uxbridge, Vereinigtes Königreich
Zustand: New. In. Artikel-Nr. ria9781645602866_new
Anzahl: Mehr als 20 verfügbar