Radha Mohan Gadanayak will always be remembered for his ballads & poetic creations. His poetry conveys vivid pictures of rural life in Odisha. He received the Sahitya Akademi award for this poem anthology, Surya O Andhakar in 1975.
Die Inhaltsangabe kann sich auf eine andere Ausgabe dieses Titels beziehen.
ରାଧାମୋହନ ଗଡ଼ନାୟକ (୧୯୧୧-୨୦୦୦) - ସେ ସବୁଜ କବି ଗୋଷ୍ଠୀଙ୍କ ସମକାଳର ଜଣେ ଶ୍ରେଷ୍ଠ କବି । କବିତାର ନୂତନ ଭାବବୈଚିତ୍ୟ, ଛାନ୍ଦିକ କୌଶଳ, ଓ ଶବ୍ଦବସାଣର ଚମତ୍କାରିତା ହେତୁ ସମଗ୍ର ଆଧୁନିକ କବିତାରେ ସେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ । ତାଙ୍କୁ 'ଛନ୍ଦ କବି' କୁହାଯାଏ । ବହୁ ଭାବଦ୍ୟୋତନାରେ ତାଙ୍କ କବିତା ରୂପାୟିତ ଯଥା - ଅତୀତ ପ୍ରୀତି, ପଲ୍ଲୀଚେତନା, ବାସ୍ତବବାଦୀ, ଦୃଷ୍ଟିଭଙ୍ଗୀ, ମାନବବାଦର ବନ୍ଦନା, ପ୍ରଗତିଶୀଳ ଆଭିମୁଖ୍ୟ । କାବ୍ୟନାୟିକା, ଉତ୍କଳିକା, ସ୍ମରଣିକା, କୈଶୋରିକା, ଧୂସର ଭୂମିକା, ଶାମୁକାର ସ୍ୱପ୍ନ, 'ସୂର୍ଯ୍ୟ ଓ ଅନ୍ଧକାର' ଆଦି ତାଙ୍କର ଅମରକୃତି । ୧୯୭୫ ରେ 'ସୂର୍ଯ୍ୟ ଓ ଅନ୍ଧକାର' କବିତାଗ୍ରନ୍ଥ ପାଇଁ ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ । ୧୯୯୦ରେ ଭାରତ ସରକାରଙ୍କଠାରୁ ସେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ ।
„Über diesen Titel“ kann sich auf eine andere Ausgabe dieses Titels beziehen.
EUR 13,80 für den Versand von Vereinigtes Königreich nach USA
Versandziele, Kosten & DauerAnbieter: Ria Christie Collections, Uxbridge, Vereinigtes Königreich
Zustand: New. In. Artikel-Nr. ria9781645602620_new
Anzahl: Mehr als 20 verfügbar
Anzahl: Mehr als 20 verfügbar